Type Here to Get Search Results !

Dele Dhara Katha Sare Odia Movie Telegram File

Terabox 







Dele Dhara Katha Sare Odia Movie Telegram File


Dele Dhara Katha Sare Odia Movie 


ଦେଲେ ଧରା କଥା ସରେ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ । ଶୈଳେନ୍ଦ୍ର ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଶାନ୍ତ ପାଢ଼ୀ ଏବଂ ଗୀତ ରଚନ କରିଥିଲେ ବସନ୍ତରାଜ ସାମଲ, ବାପୁ ଗୋସ୍ୱାମୀ, ଅରୁଣ ମନ୍ତ୍ରୀ ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନାୟକ ଜ୍ୟୋତିରଞ୍ଜନ ଏବଂ ନାୟିକା ମାଳବିକା ବାନାର୍ଜୀ । ଅଜିତ ଦାସ, ମହାଶ୍ୱେତା ରାୟ, ମୀନକେତନ, ବବି ମିଶ୍ର, ପୃଥୀରାଜ, ପ୍ରିୟଙ୍କା ମହାପାତ୍ର ପ୍ରମୁଖ ଏହି ଚଳଚ୍ଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ବବି ମିଶ୍ର ଦୀର୍ଘ ୪ ବର୍ଷ ପରେ ଏହି ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।। ଚଳଚ୍ଚିତ୍ରଟି ୧୧ ନଭେମ୍ବର ୨୦୧୬ରେ ମୁକ୍ତିଲାଭ କରିଥିଲା ।


ଅଭିନୟ


ଜ୍ୟୋତି ରଞ୍ଜନ ନାୟକ
ମାଳବିକା ବାନାର୍ଜୀ
ଅଜିତ ଦାସ
ମହାଶ୍ୱେତା ରାୟ
ମୀନକେତନ
ବବି ମିଶ୍ର
ପୃଥୀରାଜ
ପ୍ରିୟଙ୍କା ମହାପାତ୍ର


ସଙ୍ଗୀତ ପ୍ରଶାନ୍ତ ପାଢ଼ୀ
ଚିତ୍ରଗ୍ରହଣ ଅଭିରାମ ମିଶ୍ର
ସମ୍ପାଦକ ଦେବେନ ମିଶ୍ର
ମୁକ୍ତିଲାଭ ତାରିଖ ୧୧ ନଭେମ୍ବର ୨୦୧୬
ଦେଶ ଭାରତ
ଭାଷା ଓଡ଼ିଆ




Post a Comment

0 Comments
* Please Don't Spam Here. All the Comments are Reviewed by Admin.

Top Post Ad

Below Post Ad

Ads Area